ଲଜ୍ଜତ୍ Lajjaat
- ବୈଦେ. ବିଣ.—(ହିନ୍ଦିରୁ ଅନୁକୃତ)—(ଆ. ଲଜ୍ତ = ସ୍ୱାଦ୍, ମଜା; ତୁଳ. ସଂ. ରୁଚ୍ ଧାତୁ — ସୁସ୍ୱାଦୁ — Tasteful
- ବୈଦେ. ବିଣ.—(ହିନ୍ଦିରୁ ଅନୁକୃତ)—(ଆ. ଲଜ୍ତ = ସ୍ୱାଦ୍, ମଜା; ତୁଳ. ସଂ. ରୁଚ୍ ଧାତୁ — ମୁଖରୋଚକ — Delicious
- ବୈଦେ. ବିଣ.—(ହିନ୍ଦିରୁ ଅନୁକୃତ)—(ଆ. ଲଜ୍ତ = ସ୍ୱାଦ୍, ମଜା; ତୁଳ. ସଂ. ରୁଚ୍ ଧାତୁ — ରସଯୁକ୍ତ; ସରସ — Juicy
- ବୈଦେ. ବିଣ.—(ହିନ୍ଦିରୁ ଅନୁକୃତ)—(ଆ. ଲଜ୍ତ = ସ୍ୱାଦ୍, ମଜା; ତୁଳ. ସଂ. ରୁଚ୍ ଧାତୁ — ଅଠାଳିଆ — Gummy; sticky
- ବୈଦେ. ବିଣ.—(ହିନ୍ଦିରୁ ଅନୁକୃତ)—(ଆ. ଲଜ୍ତ = ସ୍ୱାଦ୍, ମଜା; ତୁଳ. ସଂ. ରୁଚ୍ ଧାତୁ — ଆର୍ଦ୍ର — Moist
- ଦେ. ବି — ସୁସ୍ୱାଦୁ; ମୁଖରୋଚକତା — Good taste; deliciousness
- ଦେ. ବି — ଅଠା — Gum
- ଦେ. ବି — ଆର୍ଦ୍ରତା — Moisture
- ଦେ. ବି — ରସ — Juice; sap