ଲଜ୍ଜା ଜନକ Lajjā janaka

  • ସଂ. ବିଣ. (ଉପପଦ ତତ୍ ପୁରୁଷ; ଲଜ୍ଜା+ଜନକ) — ଯାହା ଲଜ୍ଜା ଜନ୍ମାଏ; ଯେଉଁ କାର୍ଯ୍ୟ ଯୋଗୁଁ ମନୁଷ୍ୟ ଲଜ୍ଜିତ ହୁଏ — Shameful (act)