ଲଛେଇବା Lachheibā

  • ଦେ. କ୍ରି — (ଲଛିବା କ୍ରିୟାର ଣିଜନ୍ତ ରୂପ) ଅନ୍ଯ ଦ୍ୱାରା ଲଛିବା କର୍ମ କରାଇବା — To cause to be compared
  • ଦେ. କ୍ରି — ଲାଛିବା— କ୍ରିୟାର ଣିଜନ୍ତରୂପ; ଲାଛିବା (ଦେଖ) — Causative of Lāchhibā (See)