ଲଛେଦାର Lachhedār

  • ଦେ. ବିଣ.—(ହିନ୍ଦିରୁ ଅନୁକୃତ) — ସର ପଡ଼ିଥିବା (ଖାଦ୍ୟ) — (Food) Which is covered with a layer of cream
  • ଦେ. ବିଣ.—(ହିନ୍ଦିରୁ ଅନୁକୃତ) — [ଦ୍ର—କଟକରେ ରାବଡ଼ି ବିକ୍ରି କରିବାକୁ ଆଣିବା ଗଉଡ଼- ମାନେ ବଜାରରେ ବୁଲି ଡାକ ଦିଅନ୍ତି—"ଲେ ରାବଡ଼ୀ ଲଚ୍ଛେଦାର୍।]