ଲଛିମାକୁ ଗଛିମା Lachhimāku gachhimā
- ଦେ. କ୍ରି — (ଢଗ)
- ଦେ. କ୍ରି — କୌଣସି ବିଷୟକୁ ଅନ୍ଯ ଅସଦୃଶ ବିଷୟ ସଙ୍ଗେ ତୁଳନା କରିବା — To compare two things which do not tally with each other
- ଦେ. କ୍ରି — ମିଛକଥାକୁ ସତ୍ୟ ରୂପେ ପ୍ରତୀୟମାନ କରାଇଲା ପରି କହିବା — To describe a false thing so as it appears to be true
- ଦେ. କ୍ରି — ଦୁଇଟି ବସ୍ତୁର ତୁଳନାଦ୍ୱାରା ସାଦୃଶ୍ୟ ଦେଖାଇବା — To succeed in making two things seem equal or similar to each other
- ଦେ. କ୍ରି — ଦୁଇଟି ବସ୍ତୁକୁ ପରସ୍ପର ସହିତ ମେଳ କରାଇ ଦେବା — To cause two things to coincide with one another
- ଦେ. କ୍ରି — କୌଣସି ସ୍ଥାନରେ ତହିଁର ଉପଯୁକ୍ତ ବସ୍ତୁକୁ ଖଞ୍ଜିଦେବା — To put a suitable thing at a suitable place
- ଦେ. କ୍ରି — [ଦ୍ର—ଏକ ବ୍ଯକ୍ତିର ଅଳଙ୍କାରମାନ ଆଉ ଜଣକୁ ପିନ୍ଧାଇ, ତାକୁ ଉତ୍ତମରୂପେ ସଜ୍ଜିତ କରିଦେଲେ, ଯେବେ ସେ ବେଶଭୂଷା ଠିକ୍ରୂପେ ମେଳ ଖାଇଯାଏ; ତେବେ ଲୋକେ କହନ୍ତି—"ଲଛିମାକୁ ଗଛିମା" ହେଇଛି।]