ଲଛିବା Lachibā
- ଦେ. କ୍ରି (ସଂ. ଲକ୍ଷ୍ ଧାତୁ; ପ୍ରା. ଲଚ୍ଛ୍ ଧାତୁ, ପରବର୍ତ୍ତୀ ସଂ. ଲଞ୍ଚ୍ ଧାତୁ) — ତୁଳନା କରିବା — To compare
- ଦେ. କ୍ରି (ସଂ. ଲକ୍ଷ୍ ଧାତୁ; ପ୍ରା. ଲଚ୍ଛ୍ ଧାତୁ, ପରବର୍ତ୍ତୀ ସଂ. ଲଞ୍ଚ୍ ଧାତୁ) — ଉପଲକ୍ଷ ଦେବା — To allude to; to cite
- ଦେ. କ୍ରି (ସଂ. ଲକ୍ଷ୍ ଧାତୁ; ପ୍ରା. ଲଚ୍ଛ୍ ଧାତୁ, ପରବର୍ତ୍ତୀ ସଂ. ଲଞ୍ଚ୍ ଧାତୁ) — ଅନୁମାନ କରିବା — To guess; to infer