ଲଘୀକରଣ Laghī karaṇa

  • ଦେ. ବି (ସଂ. ଲଘୁକରଣ) — ଲଘୁକରଣ; ଗୁରୁବସ୍ତୁକୁ ଲଘୁ କରିବା — Reduction
  • ଦେ. ବି (ସଂ. ଲଘୁକରଣ) — ଭାରି ପଦାର୍ଥକୁ ହାଲୁକା କରିବା — Lightening of a heavy thing
  • ଦେ. ବି (ସଂ. ଲଘୁକରଣ) — ବଡ଼ ବସ୍ତୁକୁ ଛୋଟ କରିବା — Making a big thing smaller
  • ଦେ. ବି (ସଂ. ଲଘୁକରଣ) — (ଗଣିତ) ବଡ଼ ସଂଖ୍ୟାକୁ ଛୋଟ କରିବା — (Arithmetic) Reduction of a big number into a smaller one
  • ଦେ. ବି (ସଂ. ଲଘୁକରଣ) — (ଯଥା— 1603 ଛଟାଙ୍କିକୁ ଲଘୀ— କରଣ ଦ୍ୱାରା ( 1600/16)=100 ସେର ବା ( 100 / 40 )= 2 ମହଣ 20 ସେର କରାଯାଏ) 5 । ଗୌରବର ହ୍ରାସ— କରଣ — (ଯଥା—1603ଛଟାଙ୍କିକୁ ଲଘୀ— କରଣ ଦ୍ୱାରା (1600/16)=100ସେର ବା (100/40)=2ମହଣ20ସେର କରାଯାଏ)5 ଗୌରବର ହ୍ରାସ— କରଣ—5. Diminution of fame or glory