ଲଘିଷ୍ଠ ସାଧାରଣ ଗୁଣିତକ Laghishṭha sādhāraṇa guṇitaka
- ସଂ. ବି — (ଗଣିତ) ଯେଉଁ ଲଘୁତମ ସଂଖ୍ୟା ନିର୍ଦିଷ୍ଟ ଦୁଇ ବା ତତୋଽଧିକ ସଂଖ୍ୟାଦ୍ୱାରା ବିଭାଜ୍ୟ — (Arithmetic) The least common multiple; the L. C. M. in arithmetic
- ସଂ. ବି — [ଉ— 5 , 7 , 9 , 10 , ଓ 6 , ଏହି ପାଞ୍ଚଗୋଟି ରାଶିର ଲଘିଷ୍ଠ ସାଧାରଣ ଗୁଣିତକ ବାହାର କରିବାକୁ ହେବ। ତହିଁର ପ୍ରକ୍ରିୟା— — [ଉ—5,7,9,10, ଓ6, ଏହି ପାଞ୍ଚଗୋଟି ରାଶିର ଲଘିଷ୍ଠ ସାଧାରଣ ଗୁଣିତକ ବାହାର କରିବାକୁ ହେବ ତହିଁର ପ୍ରକ୍ରିୟା