ଲଘୀୟାନ୍ Laghīyān

  • ସଂ. ବିଣ. ପୁଂ. (ଲଘୁ+ଅତିଶୟାର୍ଥେ ଈୟସ୍; ଲଘୀୟସ୍ ଶବ୍ଦ 1 ମା. 1 ବ) — ଅତ୍ୟନ୍ତ ଲଘୁ; ଲଘୁତର, ଅପେକ୍ଷାକୃତ ଲଘୁ — Very light; lighter
  • ସଂ. ବିଣ. ପୁଂ. (ଲଘୁ+ଅତିଶୟାର୍ଥେ ଈୟସ୍; ଲଘୀୟସ୍ ଶବ୍ଦ 1 ମା. 1 ବ) — କ୍ଷୁଦ୍ରତର — Very small; smaller