ଲଘୁ କରିବା Laghu karibā
- ଦେ. କ୍ରି — ଛୋଟ କରିବା; କ୍ଷୁଦ୍ର କରିବା; ହାଲୁକା କରିବା — To lighten; to reduce
- ଦେ. କ୍ରି — କମାଇ ଦେବା — To diminish; to reduce
- ଦେ. କ୍ରି — ମାନହୀନ କରିବା — To diminish one's honour or respect
- ଦେ. କ୍ରି — ଅବମାନିତ କରିବା — To insult
- ଦେ. କ୍ରି — [ଉ—ଲଘୁ କରିଦେବ ଦେଖିବା କ୍ଷଣେ। କବିସୂର୍ଯ୍ୟ. କିଶୋରୀଚମ୍ପୂ ଲ. ଗୀତ।]
- ଦେ. କ୍ରି — ଲଜ୍ଜିତ କରିବା — To put to shame
- ଦେ. କ୍ରି — (ଗଣିତ) କୌଣସି ନିମ୍ନ ଶ୍ରେଣୀର ରାଶିକୁ ଉଚ୍ଚ ଶ୍ରେଣୀର ରାଶିରେ ଓ ଉଚ୍ଚ ଶ୍ରେଣୀର ରାଶିକୁ ନିମ୍ନ ଶ୍ରେଣୀର ରାଶିରେ ପରିଣତ କରିବା — (arithmetic) To reduce a given number into one of a lower or higher denomination