ଲଗ୍ନିକ Lagnika
- ଦେ. ବିଣ ଓ ବି (ସଂ. ଲାଗ୍ନିକ) — ନିକଟସମ୍ପର୍କୀୟ ବନ୍ଧୁ — Near relative
- ଦେ. ବିଣ ଓ ବି (ସଂ. ଲାଗ୍ନିକ) — କୁଟୁମ୍ବ — Kindred
- ଦେ. ବିଣ ଓ ବି (ସଂ. ଲାଗ୍ନିକ) — (ଉ— କୁବ୍ରା ତ ଜାତିପୁଅ ଲଗ୍ନିକ କେହି ନୁହେ—ଫକୀରମୋହନ. ଗଳ୍ପସ୍ୱଳ୍ପ।)
- ସଂ. ବି — ଜାମିନ୍ଦାର୍; ପ୍ରତିଭୂ — A surety; bail (Apte)