ଲଗ୍ନିକା Lagnikā

  • ସଂ. ବି. ସ୍ତ୍ରୀ (ଲଗ୍ନ+କ+ସ୍ତ୍ରୀ. ଆ) — ଅଜାତରଜସ୍କ ବାଳିକା — A girl who has not yet attained puberty
  • ସଂ. ବି. ସ୍ତ୍ରୀ (ଲଗ୍ନ+କ+ସ୍ତ୍ରୀ. ଆ) — ଦଶମ ବର୍ଷ ଦେଶୀୟା ବାଳିକା; ଯେଉଁ ବାଳିକାର ବୟସ 10 ମ ବର୍ଷ ଡେଇଁ ନ ଥାଏ — ଦଶମ ବର୍ଷ ଦେଶୀୟା ବାଳିକା; ଯେଉଁ ବାଳିକାର ବୟସ10ମ ବର୍ଷ ଡେଇଁ ନ ଥାଏ—. A girl less than ten years old
  • ସଂ. ବି. ସ୍ତ୍ରୀ (ଲଗ୍ନ+କ+ସ୍ତ୍ରୀ. ଆ) — [ଦ୍ର—ଆପ୍ତେ ଏ ଶବ୍ଦକୁ ନଗ୍ନିକାର ଅଶୁଦ୍ଧ ଆକାର ବୋଲି ଲେଖିଅଛନ୍ତି।]