ଲଗ୍ନଜ୍ୟା Lagnajyā

  • ସଂ. ବି—(ଜ୍ୟାମିତି ପାରିଭାଷିକ ଶବ୍ଦ) — ସ୍ପର୍ଶିଣୀ; ଯେଉଁ ସରଳରେଖା ବୃତ୍ତ ଭେଦ ନ କରି ପରିଧିକୁ ସ୍ପର୍ଶ ମାତ୍ର କରିଥାଏ — A tangent