ଲଗ୍ବୁକ୍ Lag-buk
- ବୈଦେ. ବି (ଇଂ. ଲଗ୍ବୁକ୍) — ଯେଉଁ ବହିରେ ଜାହାଜର ଦୈନିକ ଗତିର ବିବରଣ ଓ ପରିମାଣ ଲିପିବଦ୍ଧ ହୁଏ — Log book of a ship
- ବୈଦେ. ବି (ଇଂ. ଲଗ୍ବୁକ୍) — ଯେଉଁ ବହିରେ ବିଦ୍ୟାଳୟରେ ସମୟକ୍ରମେ ଘଟିବା ପ୍ରଧାନ ଘଟନାମାନ ଶିକ୍ଷକ ଲେଖି ରଖନ୍ତି — Log book of a school, which contains the chief events of the school, kept recorded by the teachers from time to time