ଲକ୍ ଅପ୍ Lak-ap

  • ବୈଦେ. ବି.—(ଇଂ. ଲକ୍ ଅପ୍) — ହାଜତ୍; ଯେଉଁଠାରେ ବିଚାର ହେବା ପୂର୍ବରୁ ଅଭିଯୁକ୍ତ ବ୍ଯକ୍ତିମାନଙ୍କୁ ବନ୍ଦ କରି ରଖା ଯାଇଥାଏ — Police lock-up