ଲକ୍ କିପାର୍ Lak kipār

  • ବୈଦେ. ବି —(ଇଂ. ଲକ୍କୀପର୍) — କେନାଲ୍ ଲକ୍ରେ ନୌକାମାନଙ୍କୁ ପାର ଉତ୍ତାର କରାଇ ନୌକାଧ୍ୟକ୍ଷମାନଙ୍କଠାରୁ ମାସୁଲ ଆଦାୟ କରିବା କାର୍ଯ୍ୟରେ ନିଯୁକ୍ତ କର୍ମଚାରୀ — Lock keeper