ଲକୁଚକୁଚା Lakuchakuchā

  • ସଂ. ବିଣ. ସ୍ତ୍ରୀ—(ବହୁବ୍ରୀହି; ଲକୁଚ+କୁଚ+ସ୍ତ୍ରୀ. ଆ) — ଜେଉଟ ପରି ବର୍ତ୍ତୁଳ ସ୍ତନବିଶିଷ୍ଟା (ସ୍ତ୍ରୀ) — (a lady) Having graceful breasts
  • ସଂ. ବିଣ. ସ୍ତ୍ରୀ—(ବହୁବ୍ରୀହି; ଲକୁଚ+କୁଚ+ସ୍ତ୍ରୀ. ଆ) — [ଦ୍ର— ଆମ୍ଭେମାନେ ଘେରିଥିବୁଁ ପରିଚାରୀ ଜନ ଚାରି ଦିଗରେ ତୋହରି ଲକୁଚକୁଚା ରେ! —କବିସୂର୍ଯ୍ୟ, ସଙ୍ଗୀତ।]