ଲକେଟି Lakeṭi

  • ବୈଦେ. ବି [ଇଂ. ଲକେଟ୍] — ସୁନାର ଛୋଟ ତାବିଜ ପରି ଚେପ୍ଟା ଫରୁଆ ବା ପଦକ — Locket
  • ବୈଦେ. ବି [ଇଂ. ଲକେଟ୍] — [ଦ୍ର— ଏହା ଘଡ଼ିର ଚେନ୍ରେ ଝୁଲୁଥାଏ।]