ରୋଧନୀୟ Rodhanīya

  • ସଂ. ବିଣ. (ରୁଧ୍ ଧାତୁ+କର୍ମ. ଅନୀୟ) — ଅବରୋଧ କରାଯିବାର ଯୋଗ୍ୟ — Fit to be blockaded; capable of being besieged
  • ସଂ. ବିଣ. (ରୁଧ୍ ଧାତୁ+କର୍ମ. ଅନୀୟ) — ଯାହା ବୁଜାଯିବ — To be shut or closed (M. W.)