ରୋଧଃ ପତନ କଳୁଷ Rodhaḥ patana kaḻusha

  • ସଂ. ବିଣ. ( 6 ଷ୍ଠୀ ତତ୍; 3 ୟା ତତ୍) — ତଟର ଅତଡ଼ା ଖସି ପଡ଼ିବାରୁ ଯହିଁର ପାଣି ଗୋଳିଆ ବା କାଦୁଆ ହୋଇ ଅଛି — Rendered muddy by the falling in of a tank (M. W.)