ରୋଧ କରିବା Rodha karibā
- ଦେ. କ୍ରି. (ସଂ. ରୁଧ୍ ଧାତୁ) — ବାଧା ଦେବା — To hinder; to obstruct
- ଦେ. କ୍ରି. (ସଂ. ରୁଧ୍ ଧାତୁ) — ନିବାରଣ କରିବା — To prevent
- ଦେ. କ୍ରି. (ସଂ. ରୁଧ୍ ଧାତୁ) — ନଗରକୁ ସୈନ୍ୟ ଦ୍ୱାରା ଘେରିବା; ଅବରୋଧ କରିବା — To blockade or besiege a city
- ଦେ. କ୍ରି. (ସଂ. ରୁଧ୍ ଧାତୁ) — (ଗତିକୁ) ଅଟକାଇବା — To restrain
- ଦେ. କ୍ରି. (ସଂ. ରୁଧ୍ ଧାତୁ) — ଆବରଣ କରିବା — To cover