ରୋଧାର୍ହ Rodhārha

  • ସଂ. ବିଣ. (ରୋଧ+ଅର୍ହ= ଯୋଗ୍ୟ) — ଅଟକ କରାଯିବାର ଉପଯୁକ୍ତ — Fit to be restrained or obstructed
  • ସଂ. ବିଣ. (ରୋଧ+ଅର୍ହ= ଯୋଗ୍ୟ) — ଅବରୋଧନୀୟ — Fit to be besieged or blockaded
  • ସଂ. ବିଣ. (ରୋଧ+ଅର୍ହ= ଯୋଗ୍ୟ) — ବାଧା ଦିଆ ଦିବାର ଉପଯୁକ୍ତ — Preventible; fit to be prevented