ରୁମ୍ହା Rum-hā

  • ପ୍ରାଦେ (ସିଂହଭୂମି) ବି. (ସଂ. ରାଜମାଷ) — ବରଗୁଡ଼ି ଶସ୍ୟ; ବର୍ବଟୀ — Dolichos Sinensis; the cow-pea
  • ପ୍ରାଦେ (ସିଂହଭୂମି) ବି. (ସଂ. ରାଜମାଷ) — ବରଗଡ଼ା ଛୁଇଁ — A kind of bean; Vigna Catjung