ରୁମ୍ର Rumra

  • ସଂ. ବି. (ରୁମ୍ ଧାତୁ=କ୍ରୀଡ଼ା କରିବା+କର୍ତ୍ତୃ. ର) — ଅରୁଣ; ସୂର୍ଯ୍ୟସାରଥି — The charioteer of the Sun- god; dawn personified
  • ସଂ. ବିଣ. ପୁଂ. — ପାଣ୍ଡୁର; ରକ୍ତ ପିଙ୍ଗଳ — Tawny (Apte)
  • ସଂ. ବିଣ. ପୁଂ. — ଉଜ୍ଜ୍ୱଳ — Bright (Apte)