ରୁରୁ Ruru

  • ସଂ. ବି. (ରୁ ଧାତୁ=ରବ କରିବା+କର୍ତ୍ତୃ. ରୁ) — କୃଷ୍ଣସାର ମୃଗ ବିଶେଷ — A species of deer; Corvulus Montjac
  • ସଂ. ବି. (ରୁ ଧାତୁ=ରବ କରିବା+କର୍ତ୍ତୃ. ରୁ) — [ଦ୍ର—ଏମାନେ ରକ୍ତ ପିଙ୍ଗଳ ବର୍ଣ୍ଣ; ଏମାନେ ଲୋକବସତିର ବହୁ ଦୂରରେ ନିବିଡ଼ ଜଙ୍ଗଲରେ ବିଚରଣ କରନ୍ତି ଏବଂ କୁକୁରଙ୍କ ଭୁକିବା ଭଳି ଥରେ ମାତ୍ର 'ଭୋ' ରବ କରନ୍ତି। ପୁରୁଷ ଜାତୀୟ ରୁରୁଙ୍କର ଶିଙ୍ଗ ହୁଏ ଓ ତହିଁରୁ ମଝିରେ ମଝିରେ ଖୋଳ ଖସି ପଡ଼ି ନୂଆ ଖୋଳ ଗଜୁରେ। ସ୍ତ୍ରୀ ଜାତୀୟ ରୁରୁଙ୍କର ଶିଙ୍ଗ ନାହିଁ। ଏମାନଙ୍କ ଚର୍ମକୁ ଋଷିମାନେ ବ୍ଯବହାର କରୁଥିଲେ ଓ ଏମାନଙ୍କ ଚର୍ମର ମେଖଳାକୁ ବ୍ରହ୍ମଚାରୀମାନେ ପିନ୍ଧୁଥିଲେ ।]
  • ସଂ. ବି. (ରୁ ଧାତୁ=ରବ କରିବା+କର୍ତ୍ତୃ. ରୁ) — କସ୍ତୁରୀ ମୃଗ (ହି. ଶ.) — Musk deer
  • ସଂ. ବି. (ରୁ ଧାତୁ=ରବ କରିବା+କର୍ତ୍ତୃ. ରୁ) — (ପୁରାଣ) ଦୈତ୍ୟ ବିଶେଷ — (Hindu mythology) Name of a Titan
  • ସଂ. ବି. (ରୁ ଧାତୁ=ରବ କରିବା+କର୍ତ୍ତୃ. ରୁ) — [ଦ୍ର—ଏ ଦୁର୍ଗାଙ୍କ ଦ୍ୱାରା ନିହତ ହୋଇଥିଲା—ହି. ଶ.; ଚ୍ୟବନ ମୁନିଙ୍କ ପୁତ୍ର ପ୍ରମତିଙ୍କ ଔରସରେ ଘୃତାଚୀ ନାମ୍ନୀ ଅପ୍ସରାର ଗର୍ଭରୁ ଜାତ ଦୈତ୍ୟ, ଏହାଙ୍କ ସହିତ ମେନକା ଅପ୍ସରାର କନ୍ଯା ପ୍ରମଦ୍ଦରାର ବିବାହସମ୍ବନ୍ଧ ସ୍ଥିର ହୋଇଥିଲା। କିନ୍ତୁ ବିବାହ ପୂର୍ବରୁ ପ୍ରମଦ୍ଦରା ସର୍ପାଘାତରେ ମୃତା ହେବାରୁ ଦେବଦୂତଙ୍କ ଉପଦେଶ ଅନୁସାରେ ରୁରୁ ନିଜର ପରମାୟୁରୁ ଅଧେ ପ୍ରମଦ୍ଦରାକୁ ପ୍ରଦାନ କରିବାକୁ ପ୍ରମଦ୍ଦରା ଜୀଇଁ ଉଠିଲା ଓ ଦୁହିଙ୍କର ବିବାହ ସମ୍ପନ୍ନ ହେଲା। ଏହାଙ୍କଠାରୁ ଶୁଜକ ନାମକ ଏକ ପୁତ୍ର ଜନ୍ମିଥିଲା। ରୁରୁକୁ ମହାଦେବ ବଧ କଲେ।]
  • ସଂ. ବି. (ରୁ ଧାତୁ=ରବ କରିବା+କର୍ତ୍ତୃ. ରୁ) — ଋଷି ବିଶେଷ (ହି. ଶ.) — Name of a sage
  • ସଂ. ବି. (ରୁ ଧାତୁ=ରବ କରିବା+କର୍ତ୍ତୃ. ରୁ) — ପୁରାଣାନୁସାରେ କ୍ରୂର ଜନ୍ତୁ ବିଶେଷ — 4. Name of a fabulous animal
  • ସଂ. ବି. (ରୁ ଧାତୁ=ରବ କରିବା+କର୍ତ୍ତୃ. ରୁ) — [ଦ୍ର— ଏହାର ଅନ୍ଯ ନାମ ଭାରଭୃଙ୍ଗା। ହିଂସିତ ପ୍ରାଣୀ ରୁରୁ ରୂପ ଧାରଣ କରି ରୌରବ ନରକରେ ଇହଲୋକରେ ହିଂସା— କାରୀ ବ୍ୟକ୍ତିଙ୍କୁ କାମୁଡ଼ନ୍ତି।]
  • ସଂ. ବି. (ରୁ ଧାତୁ=ରବ କରିବା+କର୍ତ୍ତୃ. ରୁ) — ବିଶ୍ୱେଦେବାଙ୍କ ଅନ୍ତର୍ଗତ ଗଣଦେବତା ବିଶେଷ (ହି. ଶ.) — Name of a class of Deities
  • ସଂ. ବି. (ରୁ ଧାତୁ=ରବ କରିବା+କର୍ତ୍ତୃ. ରୁ) — ସାବର୍ଣ୍ଣି ମନୁଙ୍କ ଅମଳରେ ସପ୍ତର୍ଷିମଧ୍ୟରୁ ଏକ ଋଷିଙ୍କ ମାମୁ (ହି. ଶ.) — Name of the maternal uncle of one of the seven sages who lived during the age of Sābarṇṇī Manu
  • ସଂ. ବି. (ରୁ ଧାତୁ=ରବ କରିବା+କର୍ତ୍ତୃ. ରୁ) — ଏକ ଭୈରବଙ୍କର ମାମୁ (ହି. ଶ.) — Name of the maternal uncle of a Bha̲i̱raba
  • ସଂ. ବି. (ରୁ ଧାତୁ=ରବ କରିବା+କର୍ତ୍ତୃ. ରୁ) — ଫଳବାନ୍ ବୃକ୍ଷ ବିଶେଷ (ହି. ଶ.) — Name of a fruit tree