ରୁରୁଦିଷୁ Rurudishu

  • ସଂ. ବିଣ. ପୁଂ. ଓ ସ୍ତ୍ରୀ (ରୁଦ୍ ଧାତୁ=କାନ୍ଦିବା+ଇଚ୍ଛାର୍ଥେ ସନ୍+କର୍ତ୍ତୃ. ଉ) — ରୋଦନ କରିବାକୁ ଇଚ୍ଛୁକ — Inclined to weep; feeling inclined to weep