ରୁଚିରା Ruchirā

  • ସଂ. ବିଣ. ସ୍ତ୍ରୀ (ରୁଚିର+ସ୍ତ୍ରୀ. ଆ) — ମନୋହାରିଣୀ; ମନୋଜ୍ଞା — Pleasing; dainty
  • ବି — ତ୍ରୟୋଦଶାକ୍ଷର ଯୁକ୍ତ ଛନ୍ଦୋବିଶେଷ — Name of a Sanskrit metre of 3 syllables;
  • ବି — [ଦ୍ର— ଏଥିରୁ ପ୍ରଥମ ଓ ତୃତୀୟ ପଦରେ 16 ଓ 2 ୟ ଏବଂ 4 ର୍ଥ ପଦରେ 14 ମାତ୍ରା ଲେଖାଏଁ ଥାଏ ଓ ଶେଷରେ 2 ଗୁରୁ ବର୍ଣ୍ଣ ଥାଏ—(ହି. ଶ.)।] — [ଦ୍ର— ଏଥିରୁ ପ୍ରଥମ ଓ ତୃତୀୟ ପଦରେ16ଓ2ୟ ଏବଂ4ର୍ଥ ପଦରେ14ମାତ୍ରା ଲେଖାଏଁ ଥାଏ ଓ ଶେଷରେ2ଗୁରୁ ବର୍ଣ୍ଣ ଥାଏ—(ହି. ଶ.)]
  • ବି — ଗୋରୋଚନା — A yellow pigment obtained from kine
  • ବି — (ରାମାୟଣ) ପ୍ରାଚୀନ ନଦୀ ବିଶେଷ (ହି. ଶ.) — Name of an ancient river
  • ବି — ଜାଫ୍ରାନ (ହି. ଶ.) — Saffron (Apte)
  • ବି — ଲବଙ୍ଗ (ହି. ଶ.) — Cloves (Apte)
  • ବି — ମୂଳା (ହି. ଶ.) — Radish. (Apte)