ରୁଚିଷ୍ୟ Ruchishya

  • ସଂ. ବିଣ.—(ରୁଚ୍ ଧାତୁ+କର୍ତ୍ତୃ. ଇଷ୍ୟ) — ରୁଚିର(ଦେଖ) — Ruchira (See)
  • ସଂ. ବିଣ.—(ରୁଚ୍ ଧାତୁ+କର୍ତ୍ତୃ. ଇଷ୍ୟ) — ମଧୁର — Sweet
  • ସଂ. ବି. — ଧଳା ଲୁଣ — White salt (M. W.)