ରୁଚିରବତୀ Ruchirabatī

  • ସଂ. ବିଣ. ସ୍ତ୍ରୀ (ରୁଚିରବତ୍+ସ୍ତ୍ରୀ. ଈ) — ପରମସୁନ୍ଦରୀ — Very beautiful (woman)
  • ସଂ. ବିଣ. ସ୍ତ୍ରୀ (ରୁଚିରବତ୍+ସ୍ତ୍ରୀ. ଈ) — [ଉ— ବୁଡ଼ି ପୟରେ ଚପଳେ ଚିରନ୍ତେ ପକାଇ କୂଳେ ରୁଚିରବତୀ ଯୁବତୀବର ସେ । ଭଞ୍ଜ. ବୈଦେହୀଶବିଳାସ ।]