ରୁଚିରାଧିକା Ruchirādhikā

  • ଦେ. ବିଣ. ସ୍ତ୍ରୀ (ରୁଚିର+ଅଧିକ+ଆ) — ଅତ୍ୟନ୍ତ ସୁନ୍ଦରୀ — Very beautiful (female)
  • ଦେ. ବିଣ. ସ୍ତ୍ରୀ (ରୁଚିର+ଅଧିକ+ଆ) — [ଉ—ଶୁଣରେ ରୁଚିରାଧିକା ଚନ୍ଦ୍ରାବଳୀ ବିରାଜିତ ଅନୁପମରେ। ଭଞ୍ଜ, କୋଟିବ୍ରହ୍ମାଣ୍ଡ ସୁନ୍ଦରୀ ।]