ରୁଚିତ Ruchita

  • ସଂ. ବିଣ. (ରୁଚ୍ ଧାତୁ+କର୍ତ୍ତୃ. ତ) — ସୁସ୍ୱାଦୁ — Tasteful; savoury
  • ସଂ. ବିଣ. (ରୁଚ୍ ଧାତୁ+କର୍ତ୍ତୃ. ତ) — ମିଷ୍ଟ — Sweet; dainty
  • ସଂ. ବିଣ. (ରୁଚ୍ ଧାତୁ+କର୍ତ୍ତୃ. ତ) — ଉଜ୍ଜ୍ୱଳ — Bright; shining
  • ସଂ. ବିଣ. (ରୁଚ୍ ଧାତୁ+କର୍ତ୍ତୃ. ତ) — ପରିପକ୍ୱ — Ripened
  • ସଂ. ବିଣ. (ରୁଚ୍ ଧାତୁ+କର୍ତ୍ତୃ. ତ) — (କର୍ମ. ତ) ସନ୍ତୁଷ୍ଟ — Pleased; delighted (Apte)
  • ସଂ. ବିଣ. (ରୁଚ୍ ଧାତୁ+କର୍ତ୍ତୃ. ତ) — ଅଭିଳଷିତ (ହି. ଶ.) — Desired; wished for