ରୁଚିର Ruchira

  • ସଂ. ବିଣ (ରୁଚ୍ ଧାତୁ+କର୍ତ୍ତୃ. ଇର; ରୁଚି+ରା ଧାତୁ= ଦେବା=କର୍ତ୍ତୃ. ଅ) — ମନୋହର; ମନୋଜ୍ଞ — Pleasant
  • ସଂ. ବିଣ (ରୁଚ୍ ଧାତୁ+କର୍ତ୍ତୃ. ଇର; ରୁଚି+ରା ଧାତୁ= ଦେବା=କର୍ତ୍ତୃ. ଅ) — ସୁନ୍ଦର — Dainty; beautiful
  • ସଂ. ବିଣ (ରୁଚ୍ ଧାତୁ+କର୍ତ୍ତୃ. ଇର; ରୁଚି+ରା ଧାତୁ= ଦେବା=କର୍ତ୍ତୃ. ଅ) — ମଧୁର; ସୁମିଷ୍ଟ; ରୁଚିକର — Tasteful; savoury; sweet; cordial; stomachic
  • ସଂ. ବିଣ (ରୁଚ୍ ଧାତୁ+କର୍ତ୍ତୃ. ଇର; ରୁଚି+ରା ଧାତୁ= ଦେବା=କର୍ତ୍ତୃ. ଅ) — ଉଜ୍ଜ୍ୱଳ; ପ୍ରଭାନ୍ୱିତ — Bright; brilliant. (M. W.)
  • ସଂ. ବିଣ (ରୁଚ୍ ଧାତୁ+କର୍ତ୍ତୃ. ଇର; ରୁଚି+ରା ଧାତୁ= ଦେବା=କର୍ତ୍ତୃ. ଅ) — କ୍ଷୁଧାର ଉତ୍ତେଜକ — Stomachic
  • ବି — ଲବଙ୍ଗ ପୁଷ୍ପ — The bud of cloves
  • ବି — କୁଙ୍କୁମ — Saffron
  • ବି — ଶୋଭା — Beauty
  • ବି — [ଉ—ସେହି ରୁଚିରରେ ମଜ୍ଜି— ଭଞ୍ଜ. କୋଟିବ୍ରହ୍ମାଣ୍ଡ ସୁନ୍ଦରୀ ।]
  • ବି — ମୂଳା (ହି. ଶ.) — Radish
  • ବି — ସେନଜିତ୍ଙ୍କ ପୁତ୍ରର ନାମ (ହି. ଶ.) — Name of a son of king Senajita