ରୁଚିତ୍ୱ Ruchitwa
- ସଂ. ବି (ରୁଚି+ତା) — ରୋଚକତା (ହି. ଶ.) — Tastefulness; savouriness
- ସଂ. ବି (ରୁଚି+ତା) — ଅନୁରାଗ (ହି. ଶ.) — Attachment; fondness; having a taste or liking or desire (M.W.)
- ସଂ. ବି (ରୁଚି+ତା) — ସୁନ୍ଦରତା (ହି. ଶ.) — Grace
- ସଂ. ବି (ରୁଚି+ତା) — ଅତିଜଗତୀ ବୃତ୍ତିର ପ୍ରକାର (ହି. ଶ.) — Name of a vedic metre