ରୁଚି ଭେଦ Ruchi bheda
- ସଂ. ବି. ( 6 ଷ୍ଠୀ ତତ୍) — ଭିନ୍ନଭିନ୍ନ ବ୍ଯକ୍ତିର ରୁଚିର ବିଭିନ୍ନତା ବା ପାର୍ଥକ୍ୟ — Difference or dissimilarity of tastes of different persons
- ସଂ. ବି. ( 6 ଷ୍ଠୀ ତତ୍) — [ଦ୍ର—କେଉଁ ବ୍ଯକ୍ତିର ମିଠା ପଦାର୍ଥ ପାଇଁ, କାହାର ଖଟା ପାଇଁ, କାହାର ରାଗ ପାଇଁ ରୁଚି ହୁଏ। ଏହିପରି ମଧ୍ୟ କାହାର ଆଦିରସ, କାହାର ବୀରରସ ପାଇଁ, କାହାରି ଶାନ୍ତିରସ ପାଇଁ ରୁଚି ଥିବା ଦେଖାଯାଏ।]