ରାମ୍ପି Rāmpi

  • ଦେ. ବି — କାନ୍ଥରେ ପ୍ରଥମେ ବାଲିଚୂନ ମୋଟ କରି ବୋଳି ସାରି ତାହାକୁ ପଲସ୍ତରା କରିବା ପାଇଁ ଯେଉଁ କାଷ୍ଠ ଯନ୍ତ୍ର ଦ୍ୱାରା ତା ଉପରୁ ପ୍ରସ୍ତେ ଲେଖାଏଁ ରାମ୍ପି ଦେବାକୁ ହୁଏ — Mason's planer; a wooden trowel used to scrape redundant layer from the surface of a wall which is being plastered
  • ଦେ. ବି — ଚମଡ଼ାକୁ ସଫା ଓ ପତଳା କରିବା ପାଇଁ ବ୍ଯବହୃତ ମୋଚିମାନଙ୍କର ଏକ ପ୍ରକାର ଖୁରୁପି — A scraper used by cobblers to scrape leather