ରାମ୍ପି ରୁମ୍ପି Rāmpi rumpi

  • ଦେ. କ୍ରି. ବିଣ (ସହଚର) — ଉତ୍ତମ ରୂପେ ତାଞ୍ଛି କରି — By scraping well
  • ଦେ. କ୍ରି. ବିଣ (ସହଚର) — (ଯଥା—ଯାଦୁକୁ ଛୁରିରେ ରାମ୍ପି ରୁମ୍ପି ମଲମ ଲଗାଇଲେ ତାହା ଶୀଘ୍ର ଗୁଣ କରେ।)