ରାମ୍ ରାମ୍ Rām Rām
- ଦେ. ଅ — ବିରକ୍ତି, ଘୃଣା, ବିସ୍ମୟ, ଅନୁତାପସୂଚକ ରାମଙ୍କ ନାମ ଉଚ୍ଚାରଣ — (Interjection); Repetition of the name of Rāma in disgust, hatred, astonishment or regret
- ବୈଦେ. (ହିନ୍ଦୀ) — ପଶ୍ଚିମା ମାରବାଡ଼ୀ ହିନ୍ଦୁମାନଙ୍କ ମଧ୍ୟରେ ପରସ୍ପରକୁ ନମସ୍କାର ବା ଅଭିବାଦନ ପୂର୍ବକ ରାମ ନାମ ଉଚ୍ଚାରଣ — Uttering the name of god Rāma while paying respects to each other (amongst the Marwaris)
- ଦେ. ଅ. — ପାପକ୍ଷୟାର୍ଥ ରାମଚନ୍ଦ୍ରଙ୍କ ନାମ ଉଚ୍ଚାରଣ — Repetition of the name of God Rāma by a devotee