ରାଜନ୍ୟ Rājanya

  • ସଂ. ବି — (ରାଜ୍ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ ଯ; ରାଜନ୍+ ସ୍ୱାର୍ଥେ ବା ସାଧ୍ୱର୍ଥେ. ଯ)— 1 । ରାଜପୁତ୍ର — (ରାଜ୍ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ ଯ; ରାଜନ୍+ ସ୍ୱାର୍ଥେ ବା ସାଧ୍ୱର୍ଥେ. ଯ)—1 ରାଜପୁତ୍ର—1. Prince
  • ସଂ. ବି — ରାଜବଂଶଜ ବ୍ଯକ୍ତି — A descendant of a royal family
  • ସଂ. ବି — କ୍ଷତ୍ରିୟ — A person of the Hindu military caste
  • ସଂ. ବି — ଅଗ୍ନି — Fire
  • ସଂ. ବି — ରାଜାଦନ; କ୍ଷୀରିକୋଳି ଗଛ — A tree; Mimosops Hexandra
  • ସଂ. ବି — କ୍ଷୀରିକା ବୃକ୍ଷ (ବଟ, ଅଶ୍ୱତ୍ଥ, ଯଜ୍ଞ— ଡମ୍ବର, ପାରିଷ ଓ ପାର୍କଟ ବୃକ୍ଷ) — A tree of the fig species
  • ସଂ. ବି — ରାଜା — King