ରାଜପଟ୍ଟ Raja paṭṭa

  • ସଂ. ବି.—( 6 ଷ୍ଠୀ ତତ୍; ରାଜନ୍+ପଟ୍ଟ) — ରାଜମୁକୁଟ — Crown
  • ସଂ. ବି.—( 6 ଷ୍ଠୀ ତତ୍; ରାଜନ୍+ପଟ୍ଟ) — କୃଷ୍ଣବର୍ଣ୍ଣ ମଣି ବିଶେଷ — A black species of gem
  • ସଂ. ବି.—( 6 ଷ୍ଠୀ ତତ୍; ରାଜନ୍+ପଟ୍ଟ) — ରାଜ— ସିଂହାସନ — A royal throne
  • ସଂ. ବି.—( 6 ଷ୍ଠୀ ତତ୍; ରାଜନ୍+ପଟ୍ଟ) — ରାଜାଙ୍କ ପଗଡ଼ି — A royal fillet (Apte.)