ରାଜନ୍ୱନ୍ Rājanwān

  • ସଂ. ବିଣ—(ରାଜନ୍+ଅସ୍ତ୍ୟର୍ଥେ ବତ୍; ରାଜନ୍ୱତ୍ ଶବ୍ଦ, 1 ମା 1 ବ) — ପ୍ରଜାରଞ୍ଜକ ରାଜାଙ୍କଦ୍ୱାରା ଶାସିତ (ଦେଶ) — (Country) Blessed with a good king