ରାଜନୈତିକ Rājana̲i̱tika

  • ଦେ. ବିଣ—(ସଂ. ରାଜନୀତିକ) — ରାଜନୀତି ସମ୍ବନ୍ଧୀୟ — Political
  • ଦେ. ବିଣ—(ସଂ. ରାଜନୀତିକ) — [ଦ୍ର—ସଂସ୍କୃତ ବ୍ୟାକରଣର ନିୟମ ଅନୁସାରେ ରାଜ— ନୈତିକ ଶବ୍ଦ ଅଶୁଦ୍ଧ,' ରାଜନୀତିକ' ଶବ୍ଦ ଶୁଦ୍ଧ ଅଟେ।]