ରାଜନୀତି Rājanīti
- ସଂ. ବି — ରାଜ୍ୟଶାସନ ସମ୍ବନ୍ଧୀୟ ନିୟମମାନ, ଯାହାକି ରାଜାଙ୍କର ପାଳନ କରିବା କର୍ତ୍ତବ୍ୟ — The code of rules for the guidance of kings; the duties of a king
- ସଂ. ବି — ରାଜାଙ୍କ କର୍ତ୍ତବ୍ୟ ସମ୍ବନ୍ଧେ ଶାସ୍ତ୍ର — The branch of political science dealing with the king's duties; the science of government
- ସଂ. ବି — [ଦ୍ର— ରାଜାଙ୍କର ରାଜ୍ୟଶାସନ ସମ୍ବନ୍ଧୀୟ କର୍ତ୍ତବ୍ୟ 4 ଗୋଟି ଯଥା—ସାମ, ଦାନ, ଦଣ୍ଡ, ଭେଦ। ରାଜା ଏ ଚାରିଗୋଟି ଉପାୟ ଅବଲମ୍ବନ କରି ରାଜ୍ୟ ଶାସନ କରିବେ। ଆବଶ୍ୟକ ସ୍ଥଳରେ ଲୋକଙ୍କୁ କୋମଳ ବ୍ଯବହାର (ସାମ) ଦ୍ୱାରା, ଦାନଦ୍ୱାରା, ଦଣ୍ଡଦ୍ୱାରା ବଶୀଭୂତ କରିବେ ଓ ଶତ୍ରୁ ମଧ୍ୟରେ ଭେଦ ଓ ଅନ୍ତର୍ବିବାଦ ଉପସ୍ଥିତ କରାଇ ଆପଣା ରାଜ୍ୟରେ ଶାନ୍ତି ସ୍ଥାପନ କରିବେ।] — [ଦ୍ର— ରାଜାଙ୍କର ରାଜ୍ୟଶାସନ ସମ୍ବନ୍ଧୀୟ କର୍ତ୍ତବ୍ୟ4ଗୋଟି ଯଥା—ସାମ, ଦାନ, ଦଣ୍ଡ, ଭେଦ ରାଜା ଏ ଚାରିଗୋଟି ଉପାୟ ଅବଲମ୍ବନ କରି ରାଜ୍ୟ ଶାସନ କରିବେ ଆବଶ୍ୟକ ସ୍ଥଳରେ ଲୋକଙ୍କୁ କୋମଳ ବ୍ଯବହାର (ସାମ) ଦ୍ୱାରା, ଦାନଦ୍ୱାରା, ଦଣ୍ଡଦ୍ୱାରା ବଶୀଭୂତ କରିବେ ଓ ଶତ୍ରୁ ମଧ୍ୟରେ ଭେଦ ଓ ଅନ୍ତର୍ବିବାଦ ଉପସ୍ଥିତ କରାଇ ଆପଣା ରାଜ୍ୟରେ ଶାନ୍ତି ସ୍ଥାପନ କରିବେ]