ରାଜଧାନୀ Rājadhānī
- ସଂ. ବି (ରାଜନ୍+ଧା ଧାତୁ=ଧାରଣ କରିବା+ ଅଧିକରଣ ଅନ); — ରାଜ୍ୟର ପ୍ରଧାନ ନଗର; ଯେଉଁଠାରେ ରାଜା ବାସ କରନ୍ତି — Seat of government; capital; metropolis of a kingdom
- ସଂ. ବି (ରାଜନ୍+ଧା ଧାତୁ=ଧାରଣ କରିବା+ ଅଧିକରଣ ଅନ); — ରାଜନବର; ରାଜପୁର — The king's residence