ରାଜନିତି Rājaniti

  • ଦେ. ବି (ସଂ. ରାଜନ୍ ଓ ନିତ୍ୟ) — ରାଜାଙ୍କର ନିତ୍ୟକର୍ମ; ରାଜାଙ୍କର ପ୍ରାତ୍ୟହିକ ଦୈହିକ କର୍ମମାନ — The different daily acts or avocations of a Rājā
  • ଦେ. ବି (ସଂ. ରାଜନ୍ ଓ ନିତ୍ୟ) — [ଦ୍ର—ସାଧାରଣଙ୍କ ଦୈନନ୍ଦିନ କୃତ୍ୟ ପରି ରାଜାଙ୍କର କ୍ରିୟାମାନଙ୍କର ବିଶିଷ୍ଟ ନାମକରଣ ଅଛି ଓ ଆମ୍ଭମାନଙ୍କ ନିତି ଅପେକ୍ଷା ରାଜନିତିମାନ ବେଶୀ ଆଡ଼ମ୍ବରପୂର୍ଣ୍ଣ। ରାଜାତଳେ ନୋଟ୍ ଦେଖ।]
  • ଦେ. ବି (ସଂ. ରାଜନ୍ ଓ ନିତ୍ୟ) — ରାଜାଙ୍କ ନିତି ପରି ଆଡ଼ମ୍ବରଯୁକ୍ତ କାର୍ଯ୍ୟ — Any act accompanied with grandeour (like that of a king)