ରାଗିଡ଼ି Rāgiṟḍ̠i

  • ଦେ. ବି. — ରମଣୀମାନଙ୍କ ତାଳୁର କେଶ ଉପରେ ଖଞ୍ଜାଯିବା ଚେପଟା ଓ ଗୋଲ ପୂର୍ଣ୍ଣଚନ୍ଦ୍ରାକୃତି ବା ସୂର୍ଯ୍ଯାକୃତି ସୂର୍ଣ୍ଣନିର୍ମିତ ଅଳଙ୍କାର ବିଶେଷ — A circular and flat plate of gold put on the hair as ornament