ରାଗିଣୀ Rāginī
- ସଂ. ବି. ସ୍ତ୍ରୀ (ରାଗ+ସ୍ତ୍ରୀ. ଇନ୍+ଈ; ରାଗମାନଙ୍କର ଭାର୍ଯ୍ଯା) — ସଙ୍ଗୀତର ପ୍ରଧାନ 6 ଗୋଟି ରାଗର ପରିବର୍ତ୍ତନ ବା ମିଶ୍ରଣାଦି ଜନିତ ମିଶ୍ରସ୍ୱର — ସଙ୍ଗୀତର ପ୍ରଧାନ6ଗୋଟି ରାଗର ପରିବର୍ତ୍ତନ ବା ମିଶ୍ରଣାଦି ଜନିତ ମିଶ୍ରସ୍ୱର—Secondary tunes in music
- ସଂ. ବି. ସ୍ତ୍ରୀ (ରାଗ+ସ୍ତ୍ରୀ. ଇନ୍+ଈ; ରାଗମାନଙ୍କର ଭାର୍ଯ୍ଯା) — [ଦ୍ର—ରାଗତଳେ ନୋଟ୍ ଦେଖ। ପ୍ରତ୍ୟେକ ରାଗର 6 ଗୋଟି ରାଗିଣୀ ଅଛି। ଭିନ୍ନ ଭିନ୍ନ ଋଷିଙ୍କ ମତରେ ରାଗିଣୀମାନେ ମଧ୍ୟ ଭିନ୍ନ ଭିନ୍ନ। ଏକ ମୁନି ଯେଉଁ ରାଗିଣୀକୁ ଏକ ରାଗର ଭାର୍ଯ୍ଯା ବୋଲି କହି ଯାଇ ଅଛନ୍ତି, ଅନ୍ଯ ମୁନି ତାକୁ ଅନ୍ଯ ଏକ ରାଗର ଭାର୍ଯ୍ଯା ବୋଲି କହିଯାଇ ଅଛନ୍ତି। ଫଳତଃ ବହୁଶତ ରାଗରାଗିଣୀ ରଚିତ ହୋଇଅଛି ଓ ସାଧାରଣ ବ୍ଯବହାରରେ ରାଗ ଓ ରାଗିଣୀର ପ୍ରଭେଦ ରଖାଯାଏ ନାହିଁ।] — [ଦ୍ର—ରାଗତଳେ ନୋଟ୍ ଦେଖ ପ୍ରତ୍ୟେକ ରାଗର6ଗୋଟି ରାଗିଣୀ ଅଛି ଭିନ୍ନ ଭିନ୍ନ ଋଷିଙ୍କ ମତରେ ରାଗିଣୀମାନେ ମଧ୍ୟ ଭିନ୍ନ ଭିନ୍ନ ଏକ ମୁନି ଯେଉଁ ରାଗିଣୀକୁ ଏକ ରାଗର ଭାର୍ଯ୍ଯା ବୋଲି କହି ଯାଇ ଅଛନ୍ତି, ଅନ୍ଯ ମୁନି ତାକୁ ଅନ୍ଯ ଏକ ରାଗର ଭାର୍ଯ୍ଯା ବୋଲି କହିଯାଇ ଅଛନ୍ତି ଫଳତଃ ବହୁଶତ ରାଗରାଗିଣୀ ରଚିତ ହୋଇଅଛି ଓ ସାଧାରଣ ବ୍ଯବହାରରେ ରାଗ ଓ ରାଗିଣୀର ପ୍ରଭେଦ ରଖାଯାଏ ନାହିଁ]
- ସଂ. ବି. ସ୍ତ୍ରୀ (ରାଗ+ସ୍ତ୍ରୀ. ଇନ୍+ଈ; ରାଗମାନଙ୍କର ଭାର୍ଯ୍ଯା) — ସ୍ୱାମୀଙ୍କ ପ୍ରତି ଅନୁରକ୍ତା ବା ବିଦଗ୍ଧା ସ୍ତ୍ରୀ — A woman very much attached to her husband
- ସଂ. ବି. ସ୍ତ୍ରୀ (ରାଗ+ସ୍ତ୍ରୀ. ଇନ୍+ଈ; ରାଗମାନଙ୍କର ଭାର୍ଯ୍ଯା) — ମେନକା ଅପ୍ସରାଙ୍କ ଜ୍ୟେଷ୍ଠାକନ୍ଯା — The eldest daughter of Nymph Menakā
- ସଂ. ବି. ସ୍ତ୍ରୀ (ରାଗ+ସ୍ତ୍ରୀ. ଇନ୍+ଈ; ରାଗମାନଙ୍କର ଭାର୍ଯ୍ଯା) — ବିଣ. ସ୍ତ୍ରୀ
- ସଂ. ବି. ସ୍ତ୍ରୀ (ରାଗ+ସ୍ତ୍ରୀ. ଇନ୍+ଈ; ରାଗମାନଙ୍କର ଭାର୍ଯ୍ଯା) — ଅନୁରାଗିଣୀ — Loving; passionate (woman)
- ସଂ. ବି. ସ୍ତ୍ରୀ (ରାଗ+ସ୍ତ୍ରୀ. ଇନ୍+ଈ; ରାଗମାନଙ୍କର ଭାର୍ଯ୍ଯା) — ଅନୁରାଗିଣୀ — Loving; passionate (woman)
- ବିଣ. ସ୍ତ୍ରୀ — ଅନୁରାଗିଣୀ — Loving; passionate (woman)