ରାଗିବା Rāgibā

  • ଦେ. କ୍ରି (ସଂ. ରଞ୍ଜ୍ ଧାତୁ) — ରାଗହେବା; କ୍ରୋଧାନ୍ୱିତ ହେବା; ରାଗିବା; କ୍ରୂଦ୍ଧ ହେବା — To be angry
  • ଦେ. କ୍ରି (ସଂ. ରଞ୍ଜ୍ ଧାତୁ) — ବିରକ୍ତ ହେବା — To be displeased