ରାଗାନ୍ୱିତ Rāgānwita

  • ସଂ. ବିଣ. ପୁଂ. (ତୃତୀୟା ତତ୍; ରାଗ+ଅନ୍ୱିତ) — କ୍ରୁଦ୍ଧ; କ୍ରୋଧଯୁକ୍ତ; ରୁଷ୍ଟ — Enraged; angry; filled with passion