ରାଗ ତାଳ Rāga tāḻa

  • ସଂ. ବି. (ସହଚର ଶବ୍ଦ; ଦ୍ୱନ୍ଦ୍ୱ) — ସଙ୍ଗୀତର ରାଗ ଓ ତାନ ବା ତାଳ — The metre of a song accompanied with proper beating to tune
  • ସଂ. ବି. (ସହଚର ଶବ୍ଦ; ଦ୍ୱନ୍ଦ୍ୱ) — [ଦ୍ର—ପ୍ରତ୍ୟେକ ସଙ୍ଗୀତର ଆଦ୍ୟରେ ସେହି ସଙ୍ଗୀତର ରାଗର ଓ ତାଳର ଉଲ୍ଲେଖ କରାଯାଇଥାଏ।]