ରାଗ କରିବା Rāga karibā

  • ଦେ. କ୍ରି. — କୌଣସି ବ୍ଯକ୍ତି ପ୍ରତି କ୍ରୁଦ୍ଧ ହେବା — To be angry with or indignant at a person
  • ଦେ. କ୍ରି. — (ଯଥା—ସେ ଏଠାରୁ ମୋ ଉପରେ ରାଗକରି ଚାଲିଗଲେ।)